for every action, there is a reaction ସଂପାଦକୀୟ କଲମରୁ...

"Energy flows where intention goes;
balance governs all."

ସଂପାଦକୀୟ କଲମରୁ...

କୃତଜ୍ଞତା ମାନବଜୀବନର ସର୍ବଶ୍ରେଷ୍ଠ ଉପହାର । କୃତଜ୍ଞତା ଜଣାଉଛି ମୋର ସମସ୍ତ ପାଠକ ପାଠିକା ମଣ୍ଡଳୀକୁ ଯେଉଁମାନେ ମତେ ଆଗକୁ ବଢ଼ିବା ପାଇଁ ମାନସିକ ଭାବେ ସାହାଯ୍ୟ କରିଛନ୍ତି । କୃତଜ୍ଞତା ଜଣାଉଛି ମୋର ସମସ୍ତ ଗୁରୁମାନଙ୍କୁ ଯେଉଁମାନେ ମତେ ପୁରସ୍କୃତ ଓ ସମ୍ମାନିତ କରିଛନ୍ତି । ସେହି ପ୍ରେରଣାଦାୟୀ ଗୁରୁମାନଙ୍କର ଶିକ୍ଷା ଗ୍ରହଣ କରି ଆଜି ମୁଁ ପାଠକ, ପାଠିକା, ଶିକ୍ଷାବିଦ୍, ବିଦ୍ୟାନ, ବୟୋଜ୍ୟେଷ୍ଠ ବୃନ୍ଦଙ୍କ ପାଖରେ ସ୍ୱତନ୍ତ୍ର ପରିଚୟ ପାଇଛି । କୃତଜ୍ଞତା ଜଣାଉଛି ମୋର ସମସ୍ତ ଶିକ୍ଷାର୍ଥୀମାନଙ୍କୁ ଯେଉଁମାନେ ମୋର ଶିକ୍ଷାକୁ ଆଦର କରି ତାଙ୍କ ଜୀବନରେ ଅନେକ ସଫଳତା ପାଇଛନ୍ତି । ପୁଣିଥରେ କୃତଜ୍ଞତା ଜଣାଉଛି ମୋର ପରମପିତା ପରମେଶ୍ଵର କୋଟି ବ୍ରହ୍ମାଣ୍ଡ ଠାକୁରଙ୍କୁ ଯିଏ ମତେ ଏହି ଶିକ୍ଷାଗ୍ରହଣ ପାଇଁ ତାଙ୍କ ଆଡ଼କୁ ଆକର୍ଷିତ କରିଛନ୍ତି । ମୁଁ ତାଙ୍କର ପ୍ରିୟ ସନ୍ତାନ ବୋଲି ଏହି ଆକର୍ଷଣ ନିୟମର ପାଠ ମୋ ଆଡକୁ ଆକର୍ଷିତ ହୋଇଛି । ଏ ଧରାଧାମରେ ଭୌତିକ ବସ୍ତୁବାଦୀ ଜିନିଷକୁ କୃତଜ୍ଞତା କରି ଆଧ୍ୟାତ୍ମିକ, ଶାଶ୍ବତ, ବାସ୍ତବତ୍ତ୍ଵ ଜ୍ଞାନକୁ ବିକଶିତ କରିବା ପଥରେ ଏ ପୁସ୍ତକ ଅଗ୍ରସରିତ ।
ଶ୍ରୀମତୀ ରୀନା ପ୍ରଧାନ



ବାର୍ତ୍ତା

ସମାଜକୁ ସରସ ସୁନ୍ଦର ଶୃଙ୍ଖଳିତ କରି ରଖୁବା ଦିଗରେ ଆକର୍ଷଣ ନିୟମର ଭୂମିକା ଗୁରୁତ୍ଵପୂର୍ଣ୍ଣ ଓ ବଳିଷ୍ଠ । ଯେପରି ଆମ ପଞ୍ଚଇନ୍ଦ୍ରିୟ ଆଖୁ, କାନ, ନାକ, ଚର୍ମ, ଜିହ୍ବା କାମକରେ ସେହିପରି ଆମ ଚତୁଃପାର୍ଶ୍ବରେ ସକାରାତ୍ମକ ଉର୍ଜା କାମ କରେ । ସେହି ସକରାତ୍ମକ ଉର୍ଜା ଭିତରେ ପଞ୍ଚତତ୍ତ୍ୱ ବି ରହିଛି । ଯାହାର ଶକ୍ତି ଆମ ଶରୀର ଓ ମାନସପଟକୁ କାନ୍ତିମୟ କରି ରଖୁଅଛି । ତାହାହେଲା ପୃଥ‌ିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ।

ଆମର ଯେପରି ପାଞ୍ଚ ଅଙ୍ଗୁଳି ସମାନ ନଥାଏ ଆଉ ପ୍ରତ୍ୟେକଙ୍କର କାମ ଅଲଗା । ସେହିପରି ପଞ୍ଚତତ୍ତ୍ୱ ପଞ୍ଚ ଇନ୍ଦ୍ରିୟଙ୍କର କାମ ଅଲଗା । Five Fingers, Five elements, Five senses ଭିତରେ ଆମର ଉର୍ଷାକୁ ବିକିରଣ କରିଥାଉ । ତାହା ବିକଶିତ ହୋଇଥାଏ Meditation ମାଧ୍ୟମରେ । Meditation means (Thoughtlessness) - ସେହି ପଞ୍ଚଭୂତ ଭିତରେ ଭଗବାନ ସମାହିତ ।

Overview
Overview

ଆକର୍ଷଣ ନିୟମ କ’ଣ (Law of attraction)

ଆକର୍ଷଣ ନିୟମ ହେଲା ଯାହା ଆମେ ଦେଖୁ, ଭାବୁ, କରୁ ତାହା ଆମ ଉପରେ ବହୁ ଗୁଣିତ ହୋଇକି ଆସେ । ତାହା, ବାରବାର ଭାବିଥାଉ ଆଉ କରିଥାଇ ବୋଲି ଆମ ଉପରେ ଏହା ପ୍ରତିଫଳିତ ହୁଏ । ସେ ସାକାରାତ୍ମକ କି ନାକାରାତ୍ମକ ଭାବନା ହେଉ । ଏହା ପ୍ରକୃତିର ନିୟମ । ବିଶ୍ଵ ବ୍ରହ୍ମାଣ୍ଡର ନିୟମ । ଏହା ମନରୁ କେହି ଭାବିକି କହୁନି । ଏହା ଉପରେ ଗବେଷଣା କରାଯାଇଛି । ଏହା ଆବିଷ୍କାର କରାଯାଇ ସତ୍ୟତା ପ୍ରତିପାଦନ କରାଯାଇଛି । ଉଦାହରଣ ସ୍ଵରୂପ ଯେପରି ଏକ ଟେକା ଆକାଶକୁ ପକାଇଲେ ତାହା ଆମ ଉପରକୁ ଫେରିଆସେ ଅର୍ଥାତ୍ ପୃଥ‌ିବୀ ଉପରେ ପଡ଼େ ସେହିପରି ଆମେ ଯାହା ଭାବୁ ତାହା ହିଁ ପୁନଃ ଗ୍ରହଣ କରିଥାଉ । ଏହା ଏକ ଶକ୍ତି (Law of gravity) (Law of energy) । ଯେତେବେଳେ ଆପଣ ପ୍ରଚୁରତାକୁ (Abundance) ଦୃଷ୍ଟି ରଖୁ Automatically ସେଇ ଜନିଷକୁ ସାକାରାତ୍ମକ ଭାବେ ଆପଣଙ୍କ ଜୀବନରେ ଗ୍ରହଣ କରିବେ । ସେ ଟଙ୍କା ହେଉ, କି ଘର, କି ପ୍ରେମ, କି ସମ୍ପର୍କ କି ସ୍ବାସ୍ଥ୍ୟ, କି ସଫଳତା ।

Law of attraction ଏକ ଦର୍ଶନ । ଦର୍ଶନ ଶାସ୍ତ୍ର (Philosophy) ରେ ଏହା ଉପରେ ଖୋଜା ଯାଇଛି । (Positive thought brings positive results into a persons life; while negative thought brings negative outcomes. Positive thought, positive mindset will attract more success and happiness) ଏହା ଉପରେ କିଛି ଯୁକ୍ତି ଲଗାଯାଇ ନାହିଁକି ପ୍ରଶ୍ନବାଚ୍ୟ ଲଗାଯାଏ ନାହିଁ । ଏହା ବିଶ୍ୱାସର ସହ କାମ କରେ । କଥାରେ ଅଛି ବିଶ୍ବାସେ ମିଳଇ ହରି, ତର୍କେ ବହୁତଦୁରେ । ଆମର ବିଶ୍ବାସ ଶକ୍ତି ଯେତେ ଅଧିକ ହେବ ସଫଳତା ସେତେ ଅଧିକ ହେବ । ଗନ୍ଦିବାର ମାତ୍ରା ଅଧିକ ବଢ଼େଇବା, ସଠିକ୍ ସମୟରେ ସବୁ ମିଳିଯିବ ବୋଲି ଆଶା ରଖୁ, ନିଜପ୍ରତି ଦୟାବାନ ହେବା, ଚିନ୍ତନ, ମନନ, ଚେତନରେ ସାକାରମୁକ ଭାବନା ଭରିବା । (Every thought we think is creating our future". ଅର୍ଥାତ୍ ଯାହା ଭାବିବା ତାହା ଭବିଷ୍ୟତ ପାଇଁ ତିଆରି ହୋଇଯାଏ । ତେଣୁ ସର୍ବଦା ଖୁସି ରହିବା, ପ୍ରେମ ବାଣ୍ଟିବା, ସମୟକୁ ସମ୍ମାନ ଦେବା, ନିଜକୁ ଭଲ ପାଇବା, ତେବେ law of attractions ନିୟମରେ ବାନ୍ଧିହୋଇଯିବା ।

Universe

ବିଶ୍ୱ କ’ଣ (What is Universe)

ବିଶ୍ବ ହେଲା ଆଲୌକିକ ଶକ୍ତି, ଭଗବତ୍ ବିଶ୍ୱାସ, ଅତ୍ୟନ୍ତ ବୃଦ୍ଧିବାନ, ଜ୍ଞାନବାନ । ଯେପରି ଆମେ ଆମରି intelligence ରେ ଖଲୁଛେ computer ତାର intelligence ରେ ଖଲୁଛି ସେହିପରି ଆମର intelligence କୁ collectively ଚଳେଇଛି ଆଉ ଗୋଟେ Higher intelligence । ଗୋଟେ ବଡ଼ Server ଉପରେ ଅଛି ଯାହା ଆମକୁ ସମୟନୁସାରେ ଚଳଉଛି । ଆମର ଇଚ୍ଛା ପୂରଣ କରୁଛି । ଗୋଟେ ରେଣୁ, ଗୋଟିଏ ଆଲୋକ (Cosmetic energy) ଯାହା ପୂରା ଜଗତକୁ ବିକଶିତ କରୁଛି । ଏହି ୟୁନିଭର୍ସରେ ଚନ୍ଦ୍ର, ତାରା, ସୂର୍ଯ୍ୟ, ଗ୍ରହ, ନକ୍ଷତ୍ର ସବୁ ଅଛନ୍ତି ।

ନବଗ୍ରହ, ତେତିଶିକୋଟି ଦେବାଦେବୀ ସବୁ ଏଥରେ ବାସ କରନ୍ତି । ରାତି ପାହିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଯାହାକୁ ସ୍ମରଣ କରି ଆମର ଦୈନନ୍ଦିନ କାର୍ଯ୍ୟ କରୁଁ ସେ ହେଉଛି ବିଶ୍ବ । The Universe is often defined as the totality of existence" or everthing that exists, everything that has existed and everything that will exist"

ମନବାଞ୍ଛା କ’ଣ (What is manifestation)

ମନବବାଞ୍ଛା ହେଲା ଇଛାମନ୍ତ । ମନବାଞ୍ଛା ହେଲା ସ୍ଵଚ୍ଛ ଦୃଷ୍ଟି । ସ୍ଵଚ୍ଛ ଲକ୍ଷ୍ୟ । ଯେଉଁଟା ଆମେ ଚନ୍ତା ଧାରାରେ ଭାବୁଥିବା ବା ସ୍ଵପ୍ନରେ ଭାବୁଥିବା, ଆଶା ରଖିଥୁବା ତାହା ସେତେବେଳେ ସତ ହୋଇକି ଆସିଥାଏ । ତାହା ଏକ ଶକ୍ତି (energy) ଗୋଟେ ତରଙ୍ଗ (vibration) । ଗୋଟେ ନିର୍ଦ୍ଦିଷ୍ଟ ଜିନିଷ ଉପରେ ତାହା କାମ କରେ । ତାହା ସାକାରାତ୍ମକ ହେଉ କି ନାକରାତ୍ମକ । ଯାହା ଆମକୁ ଦରକାର ତାହା ଆମ ଭିତରେ vibration ହୋଇକିଥାଏ । ଆଉ ତା ଭିତରେ ଶକ୍ତି ବି ଥାଏ । (Manifestation means a clear appearance) ଆମେ ବି ଗୋଟେ energy, ଗୋଟେ ଶକ୍ତି । ଏହା ଆମ ଭିତରେ ଥାଏ । ମନୋବାଞ୍ଛା ପୂରଣ କରିବା ପାଇଁ ଓ ପୂରଣ କରିବାର ଉତ୍ସୁକତା ବଢାଇବା ପାଇଁ ଆମର ସବୁବେଳେ ଖୁସି ରହିବା ଦରକାର । ଆଉ ସେଥ‌ିପାଇଁ ପଜିଟିଭ୍ ରହିବା ଦରକାର । ଯଦି ନେଗେଟିଭ ଜିନିଷ ଆମେ ଆକର୍ଷଣ କଲେ ବା ଗ୍ରହଣ କଲେ ତାହା ୧୦୦% ପ୍ରତିଫଳିତ ହୋଇଯାଏ । ଆମ Manifestation ଡେରି ହୁଏ । ଯେଉଁଟା ଆମ ଜୀବନରେ ପ୍ରତ୍ୟେକ ଦିନ ହୁଏ ବା ଯେଉଁ ଘଟଣା ଘଟେ ଆମେ ତାହା ବାରବାର ଭାବିଥାଉ, ଦେଖୁ ଥାଇ କିମ୍ବା ଶୁଣିଥାଉ ସେ ସମ୍ପର୍କ ହେଉ କି ବ୍ୟବସାୟ କିମ୍ବା ଭଲ ଟାକିରିଟେ ହେଉ । ଏହା ପାଇବାକୁ ହେଲେ ଆମେ ସବୁବେଳେ ଭଲ ଚିନ୍ତା କରିବା ଦରକାର । ଯଦି ନିଜ ଉପରେ ଟିକେବି ସନ୍ଦେହ କଲେ କିମ୍ବା ନେଗେଟିଭ୍ ଭାବନା ଆସିଲେ ଏହା ଫଳପ୍ରଦ ହୁଏନି । ସେଥ‌ିପାଇଁ ସବୁବେଳେ ମନେ ମନେ ଏହି Affirmation (ମନ୍ତ୍ର) ଉଚ୍ଚାରଣ କରିବା ଉଚିତ ।

Overview

ଉଦାହରଣ ସ୍ଵରୂପ ଯେପରି ଏକ ଟେକା ଆକାଶକୁ ପକାଇଲେ ତାହା ଆମ ଉପରକୁ ଫେରିଆସେ ଅର୍ଥାତ୍ ପୃଥ‌ିବୀ ଉପରେ ପଡ଼େ ସେହିପରି ଆମେ ଯାହା ଭାବୁ ତାହା ହିଁ ପୁନଃ ଗ୍ରହଣ କରିଥାଉ । ଏହା ଏକ ଶକ୍ତି (Law of gravity) (Law of energy) । ଯେତେବେଳେ ଆପଣ ପ୍ରଚୁରତାକୁ (Abundance) ଦୃଷ୍ଟି ରଖୁ Automatically ସେଇ ଜନିଷକୁ ସାକାରାତ୍ମକ ଭାବେ ଆପଣଙ୍କ ଜୀବନରେ ଗ୍ରହଣ କରିବେ । ସେ ଟଙ୍କା ହେଉ, କି ଘର, କି ପ୍ରେମ, କି ସମ୍ପର୍କ କି ସ୍ବାସ୍ଥ୍ୟ, କି ସଫଳତା । Law of attraction ଏକ ଦର୍ଶନ । ଦର୍ଶନ ଶାସ୍ତ୍ର (Philosophy) ରେ ଏହା ଉପରେ ଖୋଜା ଯାଇଛି । (Positive thought brings positive results into a persons life; while negative thought brings negative outcomes. Positive thought, positive mindset will attract more success and happiness) ଏହା ଉପରେ କିଛି ଯୁକ୍ତି ଲଗାଯାଇ ନାହିଁକି ପ୍ରଶ୍ନବାଚ୍ୟ ଲଗାଯାଏ ନାହିଁ । ଏହା ବିଶ୍ୱାସର ସହ କାମ କରେ । କଥାରେ ଅଛି ବିଶ୍ବାସେ ମିଳଇ ହରି, ତର୍କେ ବହୁତଦୁରେ । ଆମର ବିଶ୍ବାସ ଶକ୍ତି ଯେତେ ଅଧିକ ହେବ ସଫଳତା ସେତେ ଅଧିକ ହେବ । ଗନ୍ଦିବାର ମାତ୍ରା ଅଧିକ ବଢ଼େଇବା, ସଠିକ୍ ସମୟରେ ସବୁ ମିଳିଯିବ ବୋଲି ଆଶା ରଖୁ, ନିଜପ୍ରତି ଦୟାବାନ ହେବା, ଚିନ୍ତନ, ମନନ, ଚେତନରେ ସାକାରମୁକ ଭାବନା ଭରିବା । (Every thought we think is creating our future". ଅର୍ଥାତ୍ ଯାହା ଭାବିବା ତାହା ଭବିଷ୍ୟତ ପାଇଁ ତିଆରି ହୋଇଯାଏ । ତେଣୁ ସର୍ବଦା ଖୁସି ରହିବା, ପ୍ରେମ ବାଣ୍ଟିବା, ସମୟକୁ ସମ୍ମାନ ଦେବା, ନିଜକୁ ଭଲ ପାଇବା, ତେବେ law of attractions ନିୟମରେ ବାନ୍ଧିହୋଇଯିବା ।

ୟାହାର ଶକ୍ତି ଆମ ଶରୀର ଓ ମାନସପଟକୁ କାନ୍ତିମୟ କରି ରଖୁଅଛି । ତାହାହେଲା ପୃଥ‌ିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ । ଆମର ଯେପରି ପାଞ୍ଚ ଅଙ୍ଗୁଳି ସମାନ ନଥାଏ ଆଉ ପ୍ରତ୍ୟେକଙ୍କର କାମ ଅଲଗା ।

  1. ମୁଁ ଖୁସି ଅଛି (I am happy)
  2. ମୁଁ ଧନୀ ଅଟେ (I am rich)
  3. ମୁଁ ସଫଳ ଅଟେ (I am success)
  4. ମୁଁ ସାକାରାତ୍ମକ ଅଟେ (I am positive)
  5. ମୁଁ ଆଶୀର୍ବାଦରେ ଭରା ଅଟେ (I am blessed)
  6. ମୁଁ ପୁଟୁରତାକୁ ଗ୍ରହଣ କରୁଛି (I attract abundance into my life with ease)
  7. ମୁଁ ବିଶ୍ବତ ପ୍ରୀୟ ସନ୍ତାନ (I am the best child of the Universe)
  8. ମୁଁ ଧନ ଆକର୍ଷଣ କରେ (I attract money)
  9. ମୁଁ ନିଜ ଉପରେ ଗର୍ବ କରେ (I am proud of myself)
  10. ମୁଁ ନିଜକୁ ଭଲ ପାଏ (I love myself)
  11. ମୁଁ ପ୍ରାୟ ପବିତ୍ର ଆତ୍ମା ଅଟେ (I am a pure soul)
  12. ମୁଁ ପ୍ରଚୁର ଅଟେ (I am enough)
  13. ମୁଁ ବହୁତ ଭାଗ୍ୟଶାଳୀ (I am lucky)
  14. ମୁଁ ସାକାରତ୍ମକ ଜିନିଷକୁ ଆକର୍ଷଣ କରୁଛି (I attract positive things)
  15. ମୁଁ ଆନନ୍ଦ ପ୍ରମୋଦ ପ୍ରୀୟ ଅଟେ (I am amusing)

କୃତଜ୍ଞତା କ’ଣ (What is gratitude)

Gratitude means thanks and appreciation". Gratitude ବା କୃତଜ୍ଞତା ହେଲା କିଛି ଭଲ ଜିନିଷକୁ ଧନ୍ୟବାଦ ଅର୍ପଣ କରିବା । ସରଳ ଭାଷାରେ ବୁଝିବାକୁ ଗଲେ ଆମେ ସକାଳୁ ରାତିଯାଏ ଯେଉଁ ସବୁ ଭଲ କାମ କଲେ କିମ୍ବା ଯେଉଁ ଜିନିଷ ବ୍ୟବହାର କଲେ ସେଥ‌ିପାଇଁ Thankful ହେବା । ଯେଉଁ ଘରେ ରହୁଛେ, ଯେଉଁ ଯେଉଁ ଜିନିଷ ବ୍ୟବହାର କରୁଛେ, ପାଣି, ପବନ, ଅଗ୍ନି, ମାଟି, ଗଛ, ନଦୀ, ଝରଣା, ସୂର୍ଯ୍ୟ, ଚନ୍ଦ୍ର, ବର୍ଷା ସାଙ୍ଗ ସାଥୀ ପରିବାର, କର୍ମସ୍ଥଳ, କଳକାରଖାନା ଯାହା ସବୁ ଆମ ଦୈନନ୍ଦିନ ଜୀବନରେ ଦେଖୁଛେ, କରୁଛେ ସେ ସବୁ ପ୍ରତି କୃତଜ୍ଞ ହେବାକୁ କହନ୍ତି gratitude । ଏହା ଏକ ଆର୍ଶୀବାଦ । ଏହା ଆମ ପାଖକୁ ବହୁ ଗୁଣିତ ହୋଇକି ଆସିଥାଏ । ଏଥ‌ିପାଇଁ ମନ ନିର୍ମଳ ରହିବା ଦରକାର । ଭାବନା ସାକାରମୂକ ରହିବା ଦରକାର । ସବୁଜନିଷକୁ ସାଦରେ ଗ୍ରହଣ କରିବା ଉଚିତ୍ । ଯେପରି

Overview
  1. Thank you ସମୟ ଦେବତା
  2. Thank you ମୋ ସୁନ୍ଦର ଘର
  3. Thank you ମୋ ଶରୀର
  4. Thank you ମୋ ଗୁଗୁ
  5. Thank you ମୋ ଜୀବନ
  6. Thank you ମୋ ଅଳଙ୍କାର
  7. Thank you ମୋ ଯାନ ବାହାନ
  8. Thank you ମୋ କର୍ତ୍ତବ୍ୟ ସ୍ଥଳ
  9. Thank you ପ୍ରକୃତି ମାତା / ପୃଥ‌ିବୀ ମାତା
  10. Thank you ଦୁନିଆରେ ଯେତେ ସଜୀବ, ନିର୍ଜୀବ ଜିନିଷ ଅଛି ।

Thank you 66166 Switch word, 66166 18, 68166 positive vibration. ଆପଣ ୧୦୦ ଟା ଜିନିଷକୁ gratitude କରିପାରିବେ । gratitude ଲେଖୂପାରିବେ । ପ୍ରତ୍ୟେକଦିନ ବ୍ୟବହାର କରୁଥ‌ିବା କନିଷକୁ, ପରିବାରର ପ୍ରତ୍ୟେକ ଲୋକଙ୍କୁ ବି gratitude କରି ପାରିବେ । ଯେତେ gratitude ଦେବେ ସେତେ Universe ପାଖରୁ multiple ହୋଇ ପାଇବେ ।

Universe

Affirmation କ’ଣ । ଏହା କିପରି ବ୍ୟବହାର କରିବା

କାହିଁକିନାଁ ଆମେ ମନ ଭିତରେ ତାହା ସବୁବେଳେ ଭାବୁଥାଉ ଏବଂ Affirmation ବା ବନୋବାଞ୍ଛା ଏକ ତରିକା ଯାହା ଦ୍ଵାରା ଆମେ ସବୁ କିଛି ହାସଲ କରିପାରିବା । ଏହା LOA ର ଏକ ଅଂଶ । ଏହା ସାକାରାତ୍ମକ ଭାବନା ଯାହା ବାରବାର ମନ ଭିତରେ ଉଚ୍ଚାରଣ କରିଥାଉ । ଯେଉଁ ଜିନିଷଟା ଆମେ ପାଇବାକୁ ଋହିଁବା ସେ ସୁନ୍ଦର ଘର ହେଉ କି ୠକିରି, ସମ୍ପର୍କ, ଟଙ୍କା, ସମ୍ମାନ, କପଡ଼ା, ଗାଡ଼ି, ବିଦେଶ ଯାତ୍ରା, ରାଜଯୋଗ ଯାହା ଇଚ୍ଛା କରିଥାଉ, ସେ ସବୁ ଅଚିରେ ମିଳେ ମୁହଁରେ ଉଚ୍ଚାରଣ କରିଥାଉ ।

ବେଳେବେଳେ ଆମେ ଖାଲି ଭାବିଥାଉ କିନ୍ତୁ ମୁହଁରେ ଉଚ୍ଚାରଣ କରି ନଥାଉ ଯାହା ଫଳରେ ଆମ ପାଇବାର ଆଶା ଡେରି ହୁଏ କିମ୍ବା ମଉଳିଯାଏ । Affirmation is a positive thinking that rewire your brain, thoughts, and situttion". ଏହାକୁ ମନେ ମନେ ଉଚ୍ଚାରଣ କରିପାରିବା । କିମ୍ବା ୨୧/୫୧/୧୦୮ଥର ଲେଖିପାରିବା । ପ୍ରତ୍ୟେକ ଅଭ୍ୟାସ ୨୧ ଦିନ କରିବାକୁ ପଡ଼େ । ଯାହା ପାଇବାକୁ ଋହିଁବା ତାକୁ ବିଶ୍ଵାସର ସହ କରିବା ନିଃସନ୍ଦେହରେ । ଯେପରି :

  1. ମୁଁ ସରକାରୀ ଋକିରିଟେ ପାଇ ସାରିଛି
  2. ମୁଁ ଭଲ ବ୍ୟବସାୟୀ ହୋଇପାରିଛି
  3. ମୁଁ ସଫଳତା ଉପରେ ସଫଳତା ପାଉଛି
  4. ମୁଁ ବିଦେଶ ଯାତ୍ରା କରୁଛି, ସେହି ଯାଗାରେ ପହଞ୍ଚେ ନିଜକୁ ଉପଭୋଗ କରୁଛି
  5. ମୁଁ ମୋ ପରିବାର ସହ ଖୁସିରେ ରହିଛି
  6. ମୁଁ ପାଟଶାଢ଼ୀଟେ କିଣି ପିନ୍ଧିସାରିଛି
  7. ମୁଁ ମୋ ମନ ପସନ୍ଦର ଗାଡ଼ିକିଣି ସାରିଛି, ସେଥ‌ିରେ ମୁଁ ସ୍ଫୁରିଆଡ଼େ ବୁଲୁଛି
  8. ମୋର ସମ୍ମାନ ପରିବାରରେ, କର୍ମ ସ୍ଥଳରେ ସମାଜରେ ବଢ଼ି ଋଲିଛି
  9. ମୁଁ ମାସକୁ ଏତିକି ଟଙ୍କା ରୋଜଗାର କରିକି ଖୁସିରେ ରହୁଛି
  10. ମୋ ଜୀବନରେ ସୁଖ, ଶାନ୍ତି, ପ୍ରେମକୁ ଆହ୍ବାନ କରୁଛି

Training

Universe
Universe

Contact Us

House no -005, Beside J J Home Lane, Near Police High School,
Tulsipur Cuttack - 753008


Contact Number: +91 9108714631

Watch Video


"The law of the universe is balance: for every action, there is a reaction; for every rise, there is a fall. Harmony is not found in resisting the flow, but in understanding that light and darkness, expansion and contraction, are two sides of the same eternal dance."